ଜିଲ୍ଲା ସମ୍ବନ୍ଧରେ
ଓଡିଶାର ଦକ୍ଷିଣ ପଶ୍ଚିମ ପ୍ରାନ୍ତର ପ୍ରାକୃତିକ ବିବିଧତା ଭରା ସବୁଜ ବନ ବନାନୀ ଓ ଶାନ୍ତ ପରିବେଶ ମଧ୍ୟରେ ନବରଂଗପୁର ଜିଲ୍ଲା ଅବସ୍ଥିତ । ରାଜ୍ୟ ସରକାରଙ୍କ ସୂଚନା ପତ୍ର ସଂଖ୍ୟା DRC- (44/93/14218/R) ପ୍ରକାରେ ଅକ୍ଟୋବର 2 1992 ମସିହା ଠାରୁ ନବରଙ୍ଗପୁର କୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲା । ଏହା ପୂର୍ବରୁ ନବରଙ୍ଗପୁର ଅବିଭକ୍ତ କୋରାପୁଟ ଜିଲ୍ଲା ର ଏକ ବିଶାଳ ସବ-ଡିଭିଜନ ହିସାବରେ ପରିଗଣିତ ହୋଇ ଆସୁଥିଲା । ଅଧିକ ଦେଖନ୍ତୁ