ବନ୍ଦ କରନ୍ତୁ

ପ୍ରଶାସନିକ ସେଟଅପ୍

ନବରଙ୍ଗପୁର ଜିଲ୍ଲା ମୋଟ ଭୌଗଳିକ କ୍ଷେତ୍ରଫଳ 5294 ବର୍ଗ କିମି, 885 ଗ୍ରାମର ସମୁଦାୟ ଜନସଂଖ୍ୟା 10,18,171 (2001 ଜନଗଣନା ଅନୁସାରେ)କୁ ନେଇ ଗଠିତ . ପ୍ରଶାସନିକ ସ୍ତରୀୟ ସଂରଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା 10 ଗୋଟି ବ୍ଲକ, 10 ଗୋଟି ତହସିଲ, 2 ଗୋଟି ମୁନିସିପାଲିଟି ଏବଂ 12 ଗୋଟି ପୋଲିସ ଥାନା କୁ ନେଇ ଵିକେନ୍ଦ୍ରିତ. ଏହି ଜିଲ୍ଲା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ନିୟନ୍ତ୍ରଣାଧୀନ. ପୋଲିସ ପ୍ରଶାସନ ଦୃଷ୍ଟିରୁ ଏହି ଜିଲ୍ଲା ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡି.ଆଇ.ଜି ସୁନାବେଡା ଅଧୀନରେ ଆସେ . ଜିଲ୍ଲାର ସଦର ମହକୁମା ନବରଙ୍ଗପୁର ସହର ରେ ଅବସ୍ଥିତ.

ବର୍ଣ୍ଣନା ସଂଖ୍ୟା
ଉପଖଣ୍ଡ ସଂଖ୍ୟା : 1
ତହସିଲ ସଂଖ୍ୟା : 10
ପୌରପାଳିକା : 2
ପୌରନିଗମ : 0
ବିଜ୍ଞାପିତ ଅଞ୍ଚଳ ପରିଷଦ : 0
ବ୍ଲକ୍ ସଂଖ୍ୟା : 10
ପୁଲିସ ଷ୍ଟେସନ୍ ସଂଖ୍ୟା : 10
ଗ୍ରାମ ପଞ୍ଚାୟତ ସଂଖ୍ୟା : 169
ଅଦ୍ଧୁସିତ ଗ୍ରାମ ସଂଖ୍ୟା : 885
ଜନବିରଳ ଗ୍ରାମ ସଂଖ୍ୟା : 0
ମୋଟ ଗ୍ରାମ ସଂଖ୍ୟା : 885