ବନ୍ଦ କରନ୍ତୁ

ଚନ୍ଦନଧାରା

ଚନ୍ଦନଧାରା ଝରିଗାଁ ବ୍ଲକ ରେ ଅବସ୍ଥିତ ଏକ ପ୍ରାକୃତିକ ଜଳପ୍ରପାତ, ନବରଙ୍ଗପୁର ସଦର ମହକୁମା ଠାରୁ ଏହା 90 କିମି ଏବଂ ଝରିଗାଁ ଠାରୁ ପ୍ରାୟ 18 କିମି ଦୂରରେ ଅବସ୍ଥିତ ଏହି ସ୍ଥାନ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶିବଲିଙ୍ଗ ପାଇଁ ପ୍ରସିଦ୍ଧି ଲାଭ କରିଛି, ଏହା ବଣଭୋଜି ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଆଦର୍ଶ ସ୍ଥାନ.