ନିଯୁକ୍ତି

ନିଯୁକ୍ତି
ଶୀର୍ଷକ ବିବରଣ ପ୍ରାରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଚୁକ୍ତିଭିତ୍ତିରେ ଶିକ୍ଷକ ମାନଙ୍କ ତାଲିକାକରଣ / ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି – ଜବାହର ନବୋଦୟ ବିଦ୍ୟାଳୟ, ଖାତିଗୁଡା, ନବରଙ୍ଗପୁର

ସଂଖ୍ୟା 79 ତା 04.06.2019

01/06/2019 10/06/2019 ଡାଉନଲୋଡ୍ (1 MB)
ଚୟନ କରାଯାଇଥିବା ବି.ଏଫ.ଟି. ମାନଙ୍କ ତାଲିକା – ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନବରଙ୍ଗପୁର

ସଂଖ୍ୟା 885 ତା 21.02.2019

21/02/2019 21/03/2019 ଡାଉନଲୋଡ୍ (1 MB)
ସହରାଂଚଳ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଆବେଦନ ଆହ୍ୱାନ – ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର

ସଂଖ୍ୟା 418 ତା 19.02.2019

19/02/2019 10/03/2019 ଡାଉନଲୋଡ୍ (493 KB)
ହିନ୍ଦୀ, ସଂସ୍କୃତ ଏବଂ ଆଇ. ଏ. ସିଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ପୂର୍ବ ପ୍ରକାଶିତ ଚୟନ ତାଲିକା ରଦ୍ଦ ଏବଂ ସଂଶୋଧିତ ନୂତନ ଚୟନ ତାଲିକା ପ୍ରକାଶନ ସମ୍ବନ୍ଧେ ଶୁଦ୍ଧିପତ୍ର – ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର

ସଂଖ୍ୟା 49 ତାରିଖ 11.01.2019

11/01/2019 17/01/2019 ଡାଉନଲୋଡ୍ (2 MB)
ସୂଚନା ପତ୍ର ସଂଖ୍ୟା 22 ତା 07.01.2019 ସମ୍ବନ୍ଧେ ଶୁଦ୍ଧିପତ୍ର – ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର

ସଂଖ୍ୟା 32 ତାରିଖ 07.01.2019

07/01/2019 16/01/2019 ଡାଉନଲୋଡ୍ (266 KB)
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ପଦବୀ ନିମନ୍ତେ ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା ଓ ସୂଚନା – ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର

ସଂଖ୍ୟା 22 ତା 07.01.2019

07/01/2019 16/01/2019 ଡାଉନଲୋଡ୍ (3 MB)
କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ତାଲିକା ଓ ତା 10.01.2019 ରିଖ ପୂର୍ବାହ୍ନ 10:00 ସମୟ ରେ ପ୍ରମାଣ ପତ୍ର ଯାଞ୍ଚ ନିମନ୍ତେ ସୂଚନା – ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର

ସଂଖ୍ୟା 08 ତା 02.01.2019

02/01/2019 10/01/2019 ଡାଉନଲୋଡ୍ (106 KB)
ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆବେଦନ କରିଥିବା ବିଭିନ୍ନ ପଦବୀ ପାଇଁ ପ୍ରତ୍ୟାଶୀଙ୍କ ତାଲିକା ଓ ଅଭିଯୋଗ ଶୁଣାଣି ନିମନ୍ତେ ସୂଚନା – ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ନବରଙ୍ଗପୁର

ସଂଖ୍ୟା 10985 ତାରିଖ 28.12.2018

28/12/2018 05/01/2019 ଡାଉନଲୋଡ୍ (6 MB)
ଷ୍ଟାଫ ନର୍ସ ପଦବୀ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା CBST ପରୀକ୍ଷାର ଅନ୍ତରଣ ସମ୍ବନ୍ଧରେ ସୂଚନା – ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର

ସଂଖ୍ୟା 10537 ତାରିଖ 10.12.2018

10/12/2018 31/12/2018 ଡାଉନଲୋଡ୍ (123 KB)
ଚୁକ୍ତିଭିତ୍ତିକ ପରିଚାରକ ପଦବୀ ପାଇଁ ବିଜ୍ଞାପନ – ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର

ସଂଖ୍ୟା 1357 ତାରିଖ 01.12.2018

02/12/2018 20/12/2018 ଡାଉନଲୋଡ୍ (886 KB)