ଚନ୍ଦନଧାରା

ନିର୍ଦ୍ଦେଶ

ଚନ୍ଦନଧାରା ଝରିଗାଁ ବ୍ଲକ ରେ ଅବସ୍ଥିତ ଏକ ପ୍ରାକୃତିକ ଜଳପ୍ରପାତ, ନବରଙ୍ଗପୁର ସଦର ମହକୁମା ଠାରୁ ଏହା 90 କିମି ଏବଂ ଝରିଗାଁ ଠାରୁ ପ୍ରାୟ 18 କିମି ଦୂରରେ ଅବସ୍ଥିତ ଏହି ସ୍ଥାନ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶିବଲିଙ୍ଗ ପାଇଁ ପ୍ରସିଦ୍ଧି ଲାଭ କରିଛି, ଏହା ବଣଭୋଜି ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଆଦର୍ଶ ସ୍ଥାନ.

  • ଚନ୍ଦନଧାରା ଜଳପ୍ରପାତ
  • ଚନ୍ଦନଧାରା ଜଳାଶୟ
  • ଚନ୍ଦନଧାରା ଆଶ୍ରୟ ସ୍ଥଳୀ
  • ଚନ୍ଦନଧାରା ଜଳପ୍ରପାତ
  • ଚନ୍ଦନଧାରା
  • ବିଶ୍ରାମ ସ୍ଥଳୀ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନବନ୍ଦର - ବିଶାଖାପାଟଣା (280 କିମି) ନିକଟତମ ବିମାନବନ୍ଦର - ରାୟପୁର (320 କିମି)

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ - ଜୟପୁର (40 କିମି) ନିକଟତମ ରେଳଷ୍ଟେସନ - କେସିଙ୍ଗା (160 କିମି)

ସଡ଼କ ପଥରେ

ନବରଙ୍ଗପୁର ମହକୁମାଠାରୁ (ମେଦନା ଦେଇ) 66 କିମି ନବରଙ୍ଗପୁର ମହକୁମାଠାରୁ (ଉମରକୋଟ ଦେଇ) 94 କିମି